ଭୁବନେଶ୍ୱର : ( ସ୍ୱତନ୍ତ୍ର ନ୍ୟୁଜ଼ )ଆଇପିଏସ୍ ସ୍ତରରେ ଅଦଳ ବଦଳ କଲେ ରାଜ୍ୟ ସରକାର । ଏହି ପ୍ରକ୍ରିୟାରେ ବଦଳିଛନ୍ତି ଭୁବନେଶ୍ୱର-କଟକ ପୁଲିସ୍ କମିଶନର। ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ବରିଷ୍ଠ ଆଇପିଏସ୍ ଅଫିସର ସଞ୍ଜୀବ ପଣ୍ଡା ହୋଇଛନ୍ତି ଟ୍ୱିନ୍ ସିଟିର ନୂଆ ପୁଲିସ୍ କମିଶନର। ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାରି ବିଜ୍ଞପ୍ତି ଅନୁସାରେ
୧) ସଞ୍ଜୀବ ପଣ୍ଡା – ଭୁବନେଶ୍ୱର-କଟକ ପୋଲିସ କମିଶନର
୨) ସୌମେନ୍ଦ୍ର ପ୍ରିୟଦର୍ଶୀ – ଗୁଇନ୍ଦା ନିର୍ଦ୍ଦେଶକ
୩)ସନ୍ତୋଷ ବାଲା- ପୋଲିସ ହାଉସିଂ ବୋର୍ଡ ଅତିରିକ୍ତ ଦାୟିତ୍ୱ
୪)ହିମାଂଶୁ ଲାଲ – ଉତ୍ତରାଞ୍ଚଳ ଆଇଜି
୫) ଦୀପକ କୁମାର – ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜି
୬)ସତ୍ୟବ୍ରତ ଭୋଇ – ପୂର୍ବାଞ୍ଚଳ ରେଞ୍ଚ ଆଇଜି
୭) ଜୟନାରାୟଣ ପଙ୍କଜ – ଦକ୍ଷିଣାଞ୍ଜଳ ଆଇଜି
୮)ବି.ଯୁଗଳ କିଶୋର – କେନ୍ଦ୍ରାପଡ଼ା ଏସ୍ପି
୯) ମଡକର ସନ୍ଦୀପ ସଂପଦ- ଢ଼େଙ୍କାନାଳ ଏସ୍ପି
୧୦) ବିବେକାନନ୍ଦ ଶର୍ମା – ହେଡକ୍ୱାର୍ଟର ଏଆଇଜି
୧୧) ଜ୍ଞାନରଞ୍ଜନ ମହାପାତ୍ର – ସ୍ପେଶାଲ ବ୍ରାଞ୍ଚ ଏସ୍ପି
୧୨) ଅମରେଶ ପଣ୍ଡା – ପୋଲିସ ମୁଖ୍ୟାଳୟ ଏଆଇଜି
୧୩) ପି.କେ ମିଶ୍ର – ରାଉରକେଲା ରେଲୱେ ଏସ୍ପି
୧୪)ରାମ ପ୍ରସାଦ ସାହୁ – ଦେବଗଡ଼ ଏସ୍ପି
୧୫) ହରିଶ ବି.ସି – ରାୟଗଡ଼ା ଏସ୍ପି
୧୬) ୟସପ୍ରତାପ ଶ୍ରୀମଲ – ସୋନପୁର ଏସ୍ପି
୧୭) କନୱର ବିଶାଲ ସିଂହ – କଟକ ଡିସିପି
୧୮- ପିନାକ ମିଶ୍ର- ପୁରୀ ଏସ୍ପି
Post a Comment