//BREAKING//
Loading...

ଆମ୍ବଗଡ ସମବାୟ ସେବା ସମିତିରେ ଧାନମଣ୍ଡି ଉଦ୍ଘାଟିତ*

 




ଦିଗପହଣ୍ଡି  ତା-୩୧/୧୨/୨୦୨୩ ରିଖ( ସ୍ୱତନ୍ତ୍ର ନ୍ୟୂଜ଼) ଦିଗପହଣ୍ଡି ବିଧାନ ସଭା ନିର୍ବାଚନ ମଣ୍ଡଳୀ ଦକ୍ଷିଣପୁର ଗ୍ରାମପଞ୍ଚାୟତର ଆମ୍ବଗଡ ସେବା ସମବାୟ ସମିତି ଲିଃର ସଭାପତି କାହ୍ନୂ ଚରଣ ପାତ୍ର ଧାନମଣ୍ଡି ଶୁଭାରମ୍ଭ କରାଗଲା ।ଏହି କାର୍ଯ୍ୟକ୍ରମରେ ଯୋଗାଣ ନିରୀକ୍ଷକ ଧିରେନ୍ ସାହୁ ମୁଖ୍ୟ ଅତିଥି , ପଣ୍ଡିଆଝୋଳି ସେବା ସମବାୟ ସମିତି ଲିଃର ସଭାପତି ବୃନ୍ଦାବନ ଖଟେଇ , ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ମିଲ ମାଲିକ ରବୀନ୍ଦ୍ର ନାଥ ବିଶ୍ଵାଳ ଯୋଗଦାନ କରି ଚାଷୀ ମାନଙ୍କୁ ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ଚାଷୀଙ୍କ ଠାରୁ କିପରି ସୁରୁଖୁରୁରେ ଧାନ କିଣାଯାଇ ପାରିବ ସେଥିପ୍ରତି ଗୁରୁତ୍ୱ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଦାନନ୍ଦ ଷଣ୍ଡ ,ମାମି ପଣ୍ଡା , ସଜନୀ ବେହେରା ,ପ୍ରୁଥିବିରାଜ ପାଇକ, ସନ୍ଦୀପ ସାହୁ , ସତ୍ୟ ମହାଙ୍କୁଡ଼ , ଗଦାଧର ସାହୁ , ପଙ୍କଜ ସାହୁ , ରଞ୍ଜିତ ସାହୁ , ମଙ୍ଗଳୁ ବେହେରା , କେ ଭୁଲା ପାତ୍ର , ବି ଜାଗାୟା ପାତ୍ର, ବି ଗଣେଷ ପାତ୍ର , ଭଗବାନ ମହାରଣା , ବାବୁ ସାମଲ , ଗଣପତି ଦଳେଇ , ରବୀନ୍ଦ୍ର ବିଷୋୟୀ , କୃଷ୍ଣ ସେଠୀ ,ରମେଶ ଚନ୍ଦ୍ର ସାହୁ, ରଞ୍ଜିତ ସାହୁ , ମନୋଜ କୁମାର ଦାସ , ରିଟୁ ଦାସ ,ସୁରେନ୍ଦ୍ର ଦାସ , ପି ଈଶ୍ୱର ପାତ୍ର, ମିହିର ଡାକୁଆ , ପ୍ରମୁଖ ଏଥିରେ ସହଯୋଗ କରିଥିଲେ ଓ ଗ୍ରାମର ଅନେକ ଚାଷୀ ଉପସ୍ଥିତ ଥିଲେ l ସମ୍ପାଦକ ସନ୍ତୋଷ କୁମାର ସାହୁ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସଂପାଦନ କରିଥିଲେ।

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe