//BREAKING//
Loading...

ରୋଟାରୀ କ୍ଲବ ବ୍ରହ୍ମପୁର ମିଡ଼ଟାଉନ ତରଫରୁ 250 ଜଣକୁ ଖାଦ୍ୟ ପେକେଟ ବଣ୍ଟନ |



ବ୍ରହ୍ମପୁର / (ସ୍ୱତନ୍ତ୍ର ନ୍ୟୂଜ଼ )ରୋଟାରୀ କ୍ଲବ ବ୍ରହ୍ମପୁର ମିଡ଼ଟାଉନ ତରଫରୁ 250 ଜଣକୁ ମେଡିକାଲ ଛକ ନିକଟରେ ଖାଦ୍ୟ ବାଣ୍ଟି ଅସହାୟ କୁ ସାହାଯ୍ୟ କରି ପ୍ରଶଂସନୀୟ ପାତ୍ର ପାଲିଟିଛି |



କ୍ଲବ ର ସଭାପତି ରୋଟାରୀଆନ ବନ୍ଦିତା ତ୍ରିପାଠୀ ଙ୍କ ନେତୃତ୍ୱରେ ବ୍ରହ୍ମପୁର ବଡ ମେଡିକାଲ ନିକଟରେ ଗରିବ ଅସହାୟ ଲୋକମାନଙ୍କୁ ଖାଦ୍ୟ ପକେଟ ବାଣ୍ଟିଥିଲେ | ଲୋକମାନେ ଖାଦ୍ୟ ଖାଇ କ୍ଲବ ର ସଦସ୍ୟ ମାନଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ | ଏଥି ମଧ୍ୟରେ ମିଡ଼ିଟାଉନ ର ସଭାପତି ରୋଟାରୀଆନ ବନ୍ଦିତା ତ୍ରିପାଠୀ, ରୋଟାରୀଆନ ଡ଼କ୍ଟର ଗୋଦାବରୀ ପାତ୍ର, ରୋଟାରୀଆନ ସୀମା ଚୌଧୁରୀ ଏବଂ ଅନ୍ୟ ମାନେ କାଯ୍ୟକ୍ରମ କୁ ସୁଚାରୁ ରୂପେ ସମ୍ପାଦନ କରିଥିଲେ |




Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe