ହୀରା ପଞ୍ଚମୀ ଉପଲକ୍ଷେ ଆଧ୍ୟାତ୍ମିକ ସମାରୋହ,(ସ୍ୱତନ୍ତ୍ର ନ୍ୟୁଜ ) ବ୍ରହ୍ମପୁର ୨୪, ୦୬, ୨୦୨୩ ରିଖ ଦିନ କମାପଲ୍ଲୀ ବଦ୍ରୀନାଥ ମନ୍ଦିର ପ୍ରାଙ୍ଗଣ ରେ ଖଳା ସାହି ହୀରା ପଞ୍ଚମୀ ଉପଲକ୍ଷେ ବିଶ୍ଵ ର କଲ୍ୟାଣ ଜଗତର ମଙ୍ଗଳ କାମନା ନିମନ୍ତେ ଆଧ୍ୟାତ୍ମିକ ସମାରୋହ ଦିବ୍ୟ ଜୀବନ ସଂଘ ଲାଞ୍ଜିପଲୀ ଶାଖା ର ପ୍ରତିଷ୍ଠାତା ଏବଂ ଯୋଗାଚାର୍ଯ୍ୟ ସ୍ବାମୀ ହରି ଶରଣl ନନ୍ଦ ସରସ୍ୱତୀ ଏବଂ ପଣ୍ଡିତ ପୁରୋହିତ ସୁଧାଂଶୁ ଶେଖର ଦାଶ ଙ୍କ ସହଯୋଗରେ ପ୍ରାତ ଜୟ ଗଣେଶ କୀର୍ତ୍ତନ, ଗୁରୁ ସ୍ତୋତ୍ର ପ୍ରଭୁ ପ୍ରାଥନା, ବିଶ୍ଵ ପ୍ରାଥନା, ସହ ୧୦୮ ହନୁମାନ ଚାଳିଶା ପାଠ ହୋଇଥିଲା ବର୍ତ୍ତମାନ ସମାଜ ଧନ, ମାନ, ଓ ସମ୍ମାନ ଚାଉଚି, ତେଣୁ
ଭଗଵାନ ଙ୍କୁ ପାଇବାକୁ ହେଲେ ପ୍ରେମ ଓ ଭାବ ସହ ହୃଦୟ ପୂର୍ବକ ପ୍ରାଥନା କଲେ ନିଶ୍ଚୟ ଶୁଣିବେ ତେଣୁ ନିର୍ମଳ ହୃଦୟ, ନୀରଙ୍କlର, ପ୍ରାଥନା କରି ବା ଦ୍ଵାରା ଈଶ୍ୱର ସାକ୍ଷାତକାର ହୋଇପାରିବ, ଏହି କାର୍ଯ୍ୟକ୍ରମ ରେ ମାରୁତି ସତସଙ୍ଗ କେନ୍ଦ୍ର ର ସଭାପତି ସହଦେବ ପାତ୍ର, ଅରୁଣ ପାଢ଼ୀ, ସୁଶ୍ରିତି ମହାପାତ୍ର, ପ୍ରଶାନ୍ତ ପାଣିଗ୍ରାହୀ, ମୋନୋରମା ପାଢ଼ୀ, ବି, ରାମଚନ୍ଦ୍ର ପାତ୍ର, ମାଙ୍ଗୁଲୁ ଗୌଡ଼, ବି, ଚନ୍ଦ୍ର ଶେଖର ରେଡି, ବାପି ସାହୁ, ଙ୍କ ସମେତ ବହୁ ଭକ୍ତ ସହଯୋଗ କରିଥିଲେ ପରିଶେଷରେ ସୁଧାଂଶୁ ଶେଖର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ
Post a Comment