//BREAKING//
Loading...

ବହୁପ୍ରତିଭା ର ଅଧିକାରୀ ଡକ୍ଟର ମାୟାଧର ମାନସିଂହ ।


 

ବ୍ରହ୍ମପର ( ସ୍ୱତନ୍ତ୍ର ନିୟୁଜ଼ ) ତା ୪/୯/୨୦୨୨ ରିଖ ସକାଳ ୧୦.୦୦ ସମୟରେ ସ୍ଥାନୀୟ ଗଞ୍ଜାମ କଳା ପରିଷଦରେ  ତ୍ରିଧାରା ସାହିତ୍ୟ ସଂସଦ ବ୍ରହ୍ମପୁର ଗଞ୍ଜାମ ପକ୍ଷରୁ ମାସିକ ସାହିତ୍ୟ ଆସର ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି।

ପ୍ରଥମ ଅଧିବେଶନ ଆଲୋଚନା ଚକ୍ରର

ବିଷୟ"ପ୍ରେମ ଓ ପ୍ରଣୟର କବି ମାୟାଧର ମାନସିଂହ"

ଏଥିରେ ଉଦଘାଟକ ନିମାଇଁ ମିଶ୍ର

ଆଲୋଚକ ଡକ୍ଟର କୈଳାସ ଚନ୍ଦ୍ର ତ୍ରିପାଠୀ ମାନସିଂହଙ୍କ ବହୁ ଅନାଲୋଚିତ ତଥ୍ୟ ଉପସ୍ଥାପନ କରିବାକୁ ଯାଇ କହିଛନ୍ତି ଯେ ଛଦ୍ମନାମ ରେ ବହୁ କବିତା ଓ ଗଳ୍ପ ମାନସିଂହ ଲେଖିଥିଲେ।

ସଭାପତି ବିଘ୍ନେଶ୍ୱର ସାହୁ ସଂସଦର ଉପ ସଭାପତି ସମ୍ପାଦକ ଭାବରେ ମାନସିଂହ ଙ୍କ ଶଙ୍ଖ ପତ୍ରିକା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।

ସ୍ବାଗତ ଭାଷଣ ଓ କବିତା ସମୀକ୍ଷା କରିଥିଲେ ସଂସଦର ସମ୍ପାଦକ ଡକ୍ଟର ଲକ୍ଷ୍ମୀ ନାରାୟଣ ଦାଶ।

ଦ୍ବିତୀୟ ଅଧିବେଶନ କବିତା ପାଠୋତ୍ସବରେ ସଂସଦର ସଭାପତି ଉମାଚରଣ ମିଶ୍ର ସଭାପତିତ୍ବ କରିଥିଲେ

ଅତିଥି ଭାବେ ଗୈାର ଷଡ଼ଙ୍ଗୀ  କବିତା ସଂଯୋଜନା କରିଥିଲେ 

 ସଂସଦର ଯୁଗ୍ମ ସମ୍ପାଦିକା ସୈଦାମିନୀ ମିଶ୍ର । ପ୍ରାରମ୍ଭିକ ସଙ୍ଗୀତ  ପ୍ରଫୁଲ୍ଲ ମହାପାତ୍ର ଗାନକରିଥିଲେ।

  ଏଥିରେ ଲିଙ୍ଗରାଜ ଜେନା, ବିଜୟ ମିଶ୍ର, ପ୍ରଫୁଲ୍ଲ କୁମାର ମହାପାତ୍ର, ସୁଧିର କୁମାର ସାଥୁଆ, ନିମାଇଁ ମିଶ୍ର,ଉମାଚରଣ ମିଶ୍ର,ଇ.ପ୍ରଫୁଲ୍ଲ କୁମାର ତ୍ରିପାଠୀ, ବଂଶୀଧର ସେଠି, ମଧୁସ୍ମିତା ସାହୁ

ଗୋକୁଳାନନ୍ଦ ତ୍ରିପାଠୀ କ୍ଷଣପ୍ରଭା ଶତପଥୀ, ବନ୍ଦନା ପଣ୍ଡା ସୁଶାନ୍ତ ଦାସ,ଗୈର ଷଢଙ୍ଗୀ ଲୋକନାଥ ନାୟକ, ସସ୍ମିତା ପାଣିଗ୍ରାହୀ, ଡକ୍ଟର ଲକ୍ଷ୍ମୀ ନାରାୟଣ ଦାଶ, ଡକ୍ଟର କୈଳାସ ତ୍ରିପାଠୀ ସ୍ବରଚିତ କବିତାମାନ ପାଠ କରିଥିଲେ ।ଡକ୍ଟର ସଞ୍ଜୟ କୁମାର ପଣ୍ଡା ,ବେଙ୍କଟ ବିହୀରି ପ୍ରହରାଜ, ଡକ୍ଟର ଭଗବାନ ଗୈ।ଡ ଡକ୍ଟର ଅଶୋକ କୁମାର ପଣ୍ଡା ଡକ୍ଟର ଆନନ୍ଦ ସେଠୀ ଆଲୋଚନା ଚକ୍ର ରେ ଅଂଶଗ୍ରହଣ କରିଥିଲେ।ସଭା ଶେଷରେ ସହ ସମ୍ପାଦକ ଲୋକନାଥ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ 

ଡକ୍ଟର ଲକ୍ଷ୍ମୀ ନାରାୟଣ ଦାଶ ସମ୍ପାଦକ ତ୍ରିଧାରା ସାହିତ୍ୟ ସଂସଦ ବ୍ରହ୍ମପୁର ଗଞ୍ଜାମ

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe